OSSScC JC-MATH-2015 Questions

JC-MAT-2015

MATHEMATICS: 100 Marks

1. The ratio of milk and water in a mixture is 3:2. If liters of water is added, the quantity of milk and water becomes equal. What is the quantity of water?

A) 8 liters

B) 10 liters

C) 12 liters

D) 16 liters

ଏକ ମିଶ୍ରଣ କ୍ଷୀର ଓ ଜଳରଅନୁପାତ3:2 ଯଦି 4 ଲିଟର ଜଳ ମିଶାଯାଏ ଏବଂ କ୍ଷୀର ଓ ଜଳର ପରିମାଣ ସମାନ ହୁଏ, ତେବେ ଜଳର ପରିମାଣ କେତେ ହେବ|

A) 8 liters

B) 10 liters

C) 12 liters

D) 16 liters

2. 4 ବର୍ଷରେ 12,500 ଟଙ୍କାର ମୂଳଧନ 15,000 ରେ ପରିଣତ ହୁଏ । କେତେ ବର୍ଷରେ 5% ସରଳ ସୁଧରେ କୋୖଣସି ଏକ ମୂଳଧନ ତ୍ରିଗୁଣିତ ହେବ ?

A) 40 ବର୍ଷ

B) 35 ବର୍ଷ

B) 30 ବର୍ଷ

D) 20 ବର୍ଷ

3. What is the difference between 17% of 120 and 8% of 108?

A) 10.66

B) 10 78

C) 11.76

D) 11.66

120 ର 17% ଓ 108 ର 8% ମଧ୍ୟରେ ଅନ୍ତର କେତେ?

A) 10.66

B) 10 78

C) 11.76

D) 11.66

4. find out of the LCM a2 + ab and ab – b2

A) ab (a+b)(a-b)

B) b (a+b)(a+b)

C) a (a – b)(a – b)

D) ab (a – b)(a+b)

a2 + ab and ab – b2 ର ଲ .ସା .ଗୁ କେତେ?

A) ab(a+b)(a-b)

B) (a+b)(a+b)

C) a(a – b)(a – b)

D) ab(a – b)(a+b)

5. If the surface areas of the two spheres are in the ratio of 4:25, the ratio of their volume is:

A) 4:25

B) 25:4

C) 125:8

D) 8:125

ଯଦି 2ଟି ଗୋଲାକାର ପୃଷ୍ଠତଳର ଅନୁପାତ 4:25 ହୁଏ, ସେମାନଙ୍କ ଆୟତନର ଅନୁପାତ କେତେ?

A) 4:25

B) 25:4

C) 125:8

D) 8:125

6. How many poles will be required to fix them at an interval of 5 miters in a road of 100-meter length?

A) 20

B) 19

C) 21

D) 22

100 ମି. ଲମ୍ବ ଏକ ରାସ୍ତାରେ 5 ମିଟର ବ୍ୟବଧାନର ଖୁଣ୍ଟ ପୋତିବା ପାଇଁ କେତୋଟି ଖୁଣ୍ଟ  ଆବଶ୍ୟକ?

A) 20

B) 19

C) 21

D) 22

7. A milk vendor buys milk at Rs. 4 per liter and adds 25% water to it. It he sells the adulterated milk at Rs. 5 per liter, what is the percent of his profit?

A) 56:25

B) 50:25

C) 55:25

D) None of these

ଜଣେ କ୍ଷୀର ବ୍ୟବସାୟୀ ଲିଟର ପ୍ରତି ଟ. 4 ଦରରେ କ୍ଷୀର କିଣି ସେଥିରେ 25% ପାଣି ମିଶାଏ| ଯଦି ସେପାଣି ମିଶା କ୍ଷୀରକୁ ଲିଟର ପ୍ରତିଟ. 5 ଦରରେ ବିକ୍ରିକରେ, ତାର ଶତକଡା ଲାଭ କେତେ ହେବ?

A) 56:25

B) 50:25

C) 55:25

D) କୌଣସି ବି ନୁହଁ

8. What will be percentage of profit if a pen is bought at Rs. 20/- and sold at Rs. 25/-?

A) 16

B) 20

C) 25

D) 30

ଗୋଟିଏ କଲମକୁ 20 ଟଙ୍କାରେ କିଣି 25 ଟଙ୍କାରେ ବିକିଲେ ଶତକଡା କେତେ ଲାଭ ହେବ?

A) 16

B) 20

C) 25

D) 30

9. The population of a town is 300000. If the birth rate is 5% and the death rate 3%, what will be the population of that town after 2 years?

A) 321120

B) 311220

C) 312120

D) 322110

ଗୋଟିଏ ସହରର ଲୋକ ସଂଖା 300000 | ଯଦି ଜନ୍ମହାର 5% ଓ ମୃତୁହାର 3% ହୋଇଥାଏ, ତେବେ 2 ବର୍ଷ ପରେ ସେହି ସହରର ଲୋକ ସଂଖା କେତେ ହେବ?

A) 321120

B) 311220

C) 312120

D) 322110

10. If the volume of as cube is 512 cubic meter, what is the perimeter of its surface?

A) 36m

B) 64m

C) 32m

D) 28m

ଏକ ସମଘନର ଆୟତନ 512 ଘନ ମିଟର ହେଲେ ଏହାର ଭୂମିର ପରିସୀମା କେତେ?

A) 36m

B) 64m

C) 32m

D) 28m

11. A water tank is filled up by a tap in 8 hours and emptied in 16 hours by another tap. If both the taps are opened at the same time, how much time will the tank take to fill up?

A) 8 hours

B) 16 hours

C) 128 hours

D) 2 hours

ଏକ ନଳଦ୍ୱାରା ଗୋଟିଏ ପାଣିଟାଙ୍କି 5 ଘଣ୍ଟାରେ ପୂର୍ଣ୍ଣ ହୁଏ ଏବଂ  ଅନ୍ୟ ଏକ ନଳଦ୍ୱାରା ପୂର୍ଣ୍ଣ  ପାଣିଟାଙ୍କିଟି 16 ଘଣ୍ଟାରେ ଖାଲି ହୋଇଥାଏ | ଯଦି ଏକ ସମୟରେ ଦୁଇଟି ଯାକ ନଳ ଖୋଲି ଦିଆଯାଏ, ତେବେ ପାଣିଟାଙ୍କିଟି କେତେ ସମୟରେ ଜଳ ପୂର୍ଣ୍ଣ ହୋଇପାରିବ?

A) 8 hours

B) 16 hours

C) 128 hours

D) 2 hours

12. If a number is divided by 36, the remainder is 21. What will be the remainder if that number is divided by 12?

A) 5

B) 8

C) 7

D) 9

ଏକ ସଂଖାକୁ 36 ଦ୍ୱାରା ଭାଗକଲେ ଭଗଶେଷ 21 ହୁଏ, ସେହି ସଂଖାକୁ 12 ଦ୍ୱାରା ଭାଗକଲେ ଭଗଶେଷ କେତେ ହେବ?

A) 5

B) 8

C) 7

D) 9

13. The H. C. F of 2 numbers is 3 and the L. C. M is 60. If one number is 12 what is the other number?

A) 5

B) 15

C) 18

D) 36

ଦୁଇଟି ସଂଖାର ଗ .ସା .ଗୁ 3, ଲ .ସା .ଗୁ 60 | ଗୋଟିଏ ସଂଖା 12 ହେଲେ ଅନ୍ୟ ସଂଖାଟି କେତେ?

A) 5

B) 15

C) 18

D) 36

 

 

 

 

 

 

 

 

 

 

 

 

 

 

15. What will be simple interest of Rs. 1200/- at 4.5% per annum in 5 years?

A) 140

B) 207

C) 204

D) 270

ବାର୍ଷିକ 4.5% ହାରରେ 1200 ଟଙ୍କାର 5 ବର୍ଷର ସରଳ ସୁଧ କେତେ?

A) 140

B) 207

C) 204

D) 270

16. In how many years Rs. 5400 will grow into Rs. 6773.75 if saved in a bank at the interest rate of 12% per annum?

A) 2 years

B) 3 years

C) 4 years

D) 5 years

ଶତକଡା 12 ଟଙ୍କା ସୁଧ ହାରରେ 5400 ଟଙ୍କା  ଗୋଟିଏ ବ୍ୟାଙ୍କରେ ରଖିଲେ କେତେ ବର୍ଷ ରେ ତାର ସମୂଳ ଚକ୍ରବୃଦ୍ଧି  ସୁଧ 6773.75 ଟଙ୍କା ହେବ?

A) 2 years

B) 3 years

C) 4 years

D) 5 years

17. Which of the following numbers shall be added to both the parts of 3:5 to make the ratio of the additions 5:6?

A) 6

B) 7

C) 12

D) 13

ନିମ୍ନୋକ୍ତ କେଉଁ ସଂଖାକୁ 3:5 ର ଉଭୟ ପଦରେ ଯୋଗକଲେ ଯୋଗଫଳର ଅନୁପାତ 5:6 ହେବ?

A) 6

B) 7

C) 12

D) 13

18. A student was asked to divide certain number by 3. But instead of dividing the number by 3 he multiplied it by 3 and got 29.7 what is that number?

A) 3.3

B) 9.3

C) 9.8

D) 9.9

ଜଣେ ଛାତ୍ରକୁ ଏକ ନିଦ୍ଧିଷ୍ଟ ସଂଖାକୁ ‘3’ ଦ୍ୱାରା ଭାଗକରିବା ପାଇଁ କୁହାଗଲା | କିନ୍ତୁ ଛାତ୍ରଜଣକ ସଂଖାଟିକୁ ‘3’ ଦ୍ଵାରା ଭାଗ କରିବା ପରିବର୍ତ୍ତେ ‘3’ ଦ୍ୱାରା ଗୁଣି 29.7 ପାଇଲା | ତେବେ ସେହି ସଂଖଟି କେତେ?

A) 3.3

B) 9.3

C) 9.8

D) 9.9

19. The length of a rectangle is increased by 60%. by what percent would the width have to be decreased to maintain the same area?

A) 37%

B) 60%

C) 75%

D) 37.5%

ଗୋଟିଏ ଆୟାତକ୍ଷେତ୍ର ଦୈଘ ଶତକଡା 60 ବୃଦ୍ଧି କରାଗଲା | ତେବେ ଏହାର ପ୍ରସ୍ତକୁ ଶତକଡା କେତେ କମାଇଲେ କ୍ଷେତ୍ରଫଳ କୌଣସି ପରିବର୍ତ୍ତନ ହେବେ ନାହିଁ?

A) 37%

B) 60%

C) 75%

D) 37.5%

20. The H. C. F and L. C. M of two numbers are 12 and 72 respectively. If the sum of the two numbers is 60, what is the smaller of the two numbers?

A) 12

B) 24

C) 60

D) 72

ଦୁଇଟି ସଂଖାର ଗ .ସା .ଗୁ. ଓ ଲ .ସା .ଗୁ ଯଥାକ୍ରମେ 12 ଓ 72 | ଯଦି ସଂଖା ଦୁଇଟିର ଯୋଗଫଳ 60 ହୁଏ ତେବେ ସଂଖା ଦୁଇଟି ମଧ୍ୟରୁ ସାନ ସଂଖଟି କେତେ?

A) 12

B) 24

C) 60

D) 72

21. The average of 5 numbers is 15.8. If the average of the first 3 numbers is 13 and the average of the last 3 numbers is 19, what is the 3rd number?

A) 15

B) 16

C) 17

D) 18

5 ଟି ସଂଖାର ହାରାହାରି 15.8 | ପ୍ରଥମ ତିନୋଟି ସଂଖାର ହାରାହାରି 13 ଏବଂ ଶେଷ ତିନୋଟି ସଂଖାର ହାରାହାରି 19 ହେଲେ ତୃତୀୟ ସଂଖାଟି କେତେ?

A) 15

B) 16

C) 17

D) 18

22. A shopkeeper gives one pencil free on purchase of 14 pencils. Then what is the percentage of rebate given?

A) 5%

B) 4%

C) 10%

D) None of these

ଜଣେ ଦୋକାନୀ 24 ଟି ପେନସିଲ କିଣିଲେ, ଗୋଟିଏ ପେନସିଲ ମାଗଣାରେ ଦିଏ । ତେବେ ଶତକଡ଼ା ରିହାତି କେତେ?

A) 5%

B) 4%

C) 10%

D) କେଉଁଟିବି ନୁହେଁ

23. The ratio of Milk and Water in a Mixture of 729 liters is 7:2. How much water shall be added to the mixture to make the ratio of Milk and Water 7:3?

A) 99 liters

B) 81 liters

C) 72 liters

D) 79 liters

ଲିଟର ଜଳ ମିଶ୍ରିତ କ୍ଷୀରରେ କ୍ଷୀର ଓ ଜଳର ଅନୁପାତ 7: 2। ତେବେ ଉକ୍ତ କଳ ମିଶ୍ରିତ କ୍ଷୀରରେ କେତେ ପରିମାଣର ଜଳ ମିଶାଇଲେ କ୍ଷୀର ଓ ଜଳର ଅନୁପାତ 7:3 ହେବ?

A) 99 liters

B) 81 liters

C) 72 liters

D) 79 liters

24. 7% expressed in decimal is?

A) 0.7

B) 0.07

C) 0.007

D) 0.0007

7% କୁ ଦଶମିକ ସଂଖ୍ୟାରେ ପ୍ରକାଶ କଲେ କେତେ ହେବ?

A) 0.7

B) 0.07

C) 0.007

D) 0.0007

25. If the height of a cone is doubled, its volume will increase by-

A) 100%

B) 200%

C) 300%

D) 400%

ଯଦି ଗୋଟିଏ କୋନର ଉଚ୍ଚତା ଦୁଇଗୁଣ ହୋଇଥାଏ, ତେବେ ଏହାର ଆୟତନ କେତେଗୁଣ ବୃଦ୍ଧିପାଇବ?

A) 100%

B) 200%

C) 300%

D) 400%

26. what is the square root of 2197/9261?

A) 23/29

B) 13/31

C) 13/21

D) 23/31

28 ର ଘନମୂଳ କେତେ?

A) 23/29

B) 13/31

C) 13/21

D) 23/31

27. The present height of a tree is 64cm. Every year it grows by 1/8th of its height. What will be the height of the tree after two years from now?

A) 76 cm

B) 80cm

C) 81cm

D) 84cm

ଗୋଟିଏ ଗଛର ବର୍ତ୍ତମାନ ଉଚ୍ଚତା 64 ସ.ମି. । ଗଛଟି ପ୍ରତି ବର୍ଷ ନିଜ ଉଚ୍ଚତାର ୪/୫ ଅଂଶ ବଢେ। ତେବେ ବର୍ତ୍ତମାନଠାରୁ ଦୁଇବର୍ଷ ପରେ ଗଛର ଉଚ୍ଚତା କେତେ ହେବ?

A) 76 cm

B) 80cm

C) 81cm

D) 84cm

28. If the principal amount trebles in 6 years, in how many years will it increase by times?

A) 8 years

B) 9 years

C) 10 years

D) 12 years

କୌଣସି ମୂଳଧନ 6 ବର୍ଷରେ ତ୍ରିଗୁଣିତ ହେଲେ, କେତେ ବର୍ଷରେ ତାହା ଚାରିଗୁଣ ହେବ?

A) 8 ବର୍ଷ

B) 9 ବର୍ଷ

C) 10 ବର୍ଷ

D) 12 ବର୍ଷ

29. If Rs. 782 is distributed among P, Q and R at a ratio of 1/2:2/3:3/4, what is the share of R?

A) Rs. 153

B) Rs. 305

C) Rs. 453

D) Rs. 306

ଟ 782 କୁ P, Q ଓ R ମଧ୍ୟରେ 1/2: 2/3: 3/4 ରେ ବାଣ୍ଟି ଦିଆଯାଏ, ତେବେ R ର ଭାଗରେ କେତେ ଟଙ୍କା ପଡିବ?

A) Rs. 153

B) Rs. 305

C) Rs. 453

D) Rs. 306

30. Distribute Rs. 355 among Ram, Shyam and Hari is such manner that Ram gets 20 more than Shyam and Hari Rs. 15 more than Ram. How many rupees will Hari get?

A) Rs. 100

B) Rs. 120

C) Rs. 135

D) Rs. 150

355 ଟଙ୍କାକୁ ରାମ, ଶ୍ୟାମ ଓ ହରି ମଧ୍ୟରେ ଏପରି ଭାବରେ ବାଣ୍ଟି ଦିଆଯାଉ, ଯେପରି କି ରାମ, ଶ୍ୟାମ ଅପେକ୍ଷା 20 ଟଙ୍କା ଅଧିକ ଓ ହରି ରାମ ଅପେକ୍ଷା 15 ଟଙ୍କା ଅଧୁକ ପାଇବ । ତେବେ ହରି କେତେ ଟଙ୍କା ପାଇବି?

A) Rs. 100

B) Rs. 120

C) Rs. 135

D) Rs. 150

31. Two taps ‘A’ and ‘B’ can fill a cistern in 28 minutes and 42 minutes respectively. A third tap ‘C’ can empty it in 42 minutes. If all the three taps are opened, what time will the cistern take to fill up?

A) 12 minutes

B) 28 minutes

C) 16.8 minutes

D) 42 minutes

ଦୁଇଟି ପାଣିକଳ A ଏବଂ B ଗୋଟିଏ କୁଣ୍ଡକୁ ଯଥାକ୍ରମେ 28 ମିନିଟ୍ ରେ 42 ମିନିଟରେ ପୂର୍ଣ୍ଣ କରିପାରନ୍ତି । ତୃତୀୟ ପାଣିକଳ 42 ମିନିଟରେ ତାହାକୁ ଖାଲି କରିପାରେ । ଯଦି ସମସ୍ତ ପାଣିକଳକୁ ଏକ ସମୟରେ ଖୋଲି ଦିଆଯାଏ, ତେବେ କୁଣ୍ଡଟି ପୂର୍ଣ୍ଣ ହେବାକୁ କେତେ ସମୟ ଲାଗିବ?

A) 12 minutes

B) 28 minutes

C) 16.8 minutes

D) 42 minutes

32. What shall be added to each of 6, 12, 16 and 18 make the H. C. F of the additions?

A) 4

B) 3

C) 2

D) 1

ର ପ୍ରତ୍ୟେକରେ କେତେ ଯୋଗକଲେ ଯୋଗଫଳ ଗୁଡିକର ଗ, ସା, ଗୁ । ହେବ?

A) 4

B) 3

C) 2

D) 1

33. 25 % of which number is 19 less than 18 % of 650?

A) 450

B) 500

C) 392

D) 400

କେଉଁ ସଂଖ୍ୟାର 25%, 650 ର 18% ଠାରୁ 19 କମ୍

A) 450

B) 500

C) 392

D) 400

34. Rs. 540 is earned as simple interest on a certain amount at 5% interest in 3 years. What will be the compound interest if the same amount is invested at the same interest rate for the same period?

A) Rs. 567.45

B) Rs. 547.45

C) Rs. 467.45

D) Rs. 417.45

ହାରରେ 3 ବର୍ଷରେ କୌଣସି ମୂଳଧନର ସରଳ ସୁଧ 54୦ ଟଙ୍କା ହୁଏ । ସମାନ ସୁଧ ହାରରେ ସମାନ ସମୟରେ ସେହି ମୂଳଧନର ଚକ୍ରବୃଦ୍ଧି ସୁଧ କେତେ ହେବ?

A) Rs. 567.45

B) Rs. 547.45

C) Rs. 467.45

D) Rs. 417.45

35. What will be the percentage of profit if 3 lemons are bought at Rs. 2 and 2 lemons are sold for Rs.3?

A) 25%

B) 50%

C) 100%

D) 125%

2 ଟଙ୍କାରେ ଓ ଟି ଲେମ୍ବୁ କିଣି 3 ଟଙ୍କାରେ 2 ଟି ଲେଖାଁଏ ଲେମ୍ବୁ ବିକ୍ରି କଲେ, ଶତକଡା କେତେ ଲାଭ ହେବ?

A) 25%

B) 50%

C) 100%

D) 125%

36. By which of the following numbers shall 77,147 and 252 be divided to leave the same remainder in each case?

A) 9

B) 15

C) 25

D) 35

ନିମ୍ନୋକ୍ତ କେଉଁ ସଂଖା ଦ୍ୱାରା 77,147, ଓ 252 କୁ ଭାଗକଲେ ଭାଗଶେଷ ପ୍ରତ୍ୟେକ ସ୍ଥଳରେ ସମାନ ରହିବ?

A) 9

B) 15

C) 25

D) 35

37. If each side of a square is increased by 25%, its area will increase by:

A) 25%

B) 50%

C) 40.5%

D) 56.25%

ଯଦି ଗୋଟିଏ ବର୍ଗ କ୍ଷେତ୍ରର ପ୍ରତ୍ୟକ ବାହୁକୁ ଶତକଡ଼ା 25 ବଢାଯାଏ, ତେବେ ଏହାର କ୍ଷେତ୍ରଫଳ ଶତକଡା କେତେ ବୃଦ୍ଧି ପାଇବ?

A) 25%

B) 50%

C) 40.5%

D) 56.25%

38. I cubic meter=________ cubic centimeter?

A) 1000

B) 10000

C) 100000

D) 1000000

1___ଘନମି= ଘନସେମି?

A) 1000

B) 10000

C) 100000

D) 1000000

39. In an examination 40% students failed in Mathematics, 30% in English and 10% in both, what percentage of students passed in both the subjects?

A) 30%

B) 40%

C) 50%

D) 70%

ଗୋଟିଏ ପରୀକ୍ଷାରେ 40% ଛାତ୍ର ଗଣିତରେ 30% ଛାତ୍ର ଇଂରାଜୀ ଏବଂ 10% ଉଭୟରେ ଫେଲ ହେଲେ,ଶତକଡା କେତେ ଛାତ୍ର ଉଭୟ ବିଷୟରେ ପାସ କଲେ?

A) 30%

B) 40%

C) 50%

D) 70%

40. A book was sold at a profit of 12%. There would have been 18% profit if the sale price was 18 paisa higher. What is the cost of the book?

A) Rs. 5.00

B) Rs. 2.00

C) Rs. 4.00

D) Rs. 3.00

ଗୋଟିଏ ବହି 12% ଲାଭରେ ବିକ୍ରି କରାଗଲା । ବିକ୍ରିମୂଲ୍ୟ ଆଉ 18 ପଇସା ଅଧିକ ହୋଇଥିଲେ 18% ଲାଭ ହୋଇଥାନ୍ତା । ବହିଟିର କ୍ରୟମୂଲ୍ୟ କେତେ?

A) Rs. 5.00

B) Rs. 2.00

C) Rs. 4.00

D) Rs. 3.00

41. What is the ratio between 0.01 and 0.001?

A) 1:10

B) 1:100

C) 100:1

D) 10:1

0.01 ଏବଂ 0.001 ର ଅନୁପାତ କେତେ?

A) 1:10

B) 1:100

C) 100:1

D) 10:1

42. Find out the sum of √75+ √108 + √192=___?

A) 19√3

B)21√7

C)√375

D) 32

√75+ √108 + √192 ର ଯୋଗ ଫଳ କେତେ=__?

A) 19√3

B) 21√7

C) √375

D) 32

43. If the base of the triangle is increased by 10% and its height decreased by 10%, what percentage will be the area of the new triangle with that of the original one?

A) 80%

B) 120%

C) 87%

D) 99%

ଗୋଟିଏ ତ୍ରିଭୂଜ ଭୂମିକୁ ଶତକଡା 10 ବଢାଇଲେ ଓ ଉଚ୍ଚତାକୁ ଶତକଡା 10 କମାଇଲେ ଯେଉଁ ତ୍ରିଭୂଜଟି ହେବ ତାହାର କ୍ଷେତ୍ରଫଳ ମୂଳ ତ୍ରିଭୁଜର କ୍ଷେତ୍ରଫଳର ଶତକଡା କେତେ ଅଂଶ ହେବ?

A) 80%

B) 120%

C) 87%

D) 99%

44. (1.11)2=___?

A) 123. 21

B) 12.321

C) 1.2321

D) 1.2341

(1.11)2=………….କେତେ ହେବ?

A) 123. 21

B) 12.321

C) 1.2321

D) 1.2341

45. Some principal amount is doubled in 20 years at simple interest. What is the rate of interest per annum?

A) 5%

B) 8%

C) 10%

D) 12%

କୌଣସି ଏକମୂଳଧନ ସରଳ ସୁଧରେ 20 ବର୍ଷରେ ଦ୍ବିଗୁଣିତ ହୁଏ, ତେବେ ବାର୍ଷିକ ସୁଧର ହାର କେତେ?

A) 5%

B) 8%

C) 10%

D) 12%

46. If the simple interest of some principal becomes it’s 2/5 in 5 years, what is the rate of interest per annum?

A) 10%

B) 8%

C) 6%

D) 4%

ଯଦି କୌଣସି ଏକ ମୂଳଧନର ସରଳସୁଧ 5 ବର୍ଷ ପରେ ମୂଳଧନର 2/5 ହୁଏ, ତେବେ ବାର୍ଷିକ ସୁଧର ହାର କେତେ?

A) 10%

B) 8%

C) 6%

D) 4%

47. 7 years ago the age of Ajay and Bijay was in the ratio of 4:5. After 7 years the ratio of their age will be 5:6. What is the present age of Bijay?

A) 56 years

B) 63 years

C) 70 years

D) 77 years

7 ବର୍ଷ ପୂର୍ବେ ଅଜୟ ଓ ବିଜୟର ବୟସର ଅନୁପାତ 4:5 ଥିଲା । ବର୍ତ୍ତମାନଠାରୁ 7 ବର୍ଷପରେ ସେମାନଙ୍କର ବୟସର ଅନୁପାତ 5:6 ହେବ । ତେବେ ବିଜୟର ବର୍ତ୍ତମାନ ବୟସ କେତେ?

A) 56 ବର୍ଷ

B) 63 ବର୍ଷ

C) 70 ବର୍ଷ

D) 77 ବର୍ଷ

48. 5 should be added to which of the following small numbers to make the addition divisible by24, 32, 36 & 64?

A) 1147

B) 1176

C) 1215

D) 1318

ନିମ୍ନୋକ୍ତ କେଉଁ କ୍ଷୁଦ୍ରତମ ସଂଖ୍ୟାରେ 5 ଯୋଗକଲେ ଯୋଗଫଳ 24, 32, 36 ଓ 64 ହାରା ବିଭାଜ୍ୟ ହେବ?

A) 1147

B) 1176

C) 1215

D) 1318

49. Find out the next number in the sequence: 1, 4, 9, 16, 25, ……?

A) 35

B) 36

C) 48

D) 49

1,4,9,16,25, ……. ? ଏହିଁ ଅନୁକ୍ରମରେ ପରବର୍ତ୍ତୀ ସଂଖ୍ୟାଟି ନିର୍ଣ୍ଣୟ କର ।

A) 35

B) 36

C) 48

D) 49

50.

 

 

 

A) -180

B) -240

C) -280

D) -300

 

 

 

A) -180

B) -240

C) -280

D) -300

51. Which of the following numbers has the highest number of factors?

A) 99

B) 101

C) 176

D) 182

ନିମ୍ନ ଲିଖିତ କେଉଁ ସଂଖ୍ୟାର ସର୍ବାଧିକ ଗୁଣନୀୟକ ଅଛି?

A) 99

B) 101

C) 176

D) 182

52. The average age of 16 persons is 28 years and 3 months. 2 persons left the group at the age of 58 years each. What is average age of the rest members?

A) 20

B) 24

C) 28

D) 30

16 ଜଣ ବ୍ୟକ୍ତିଙ୍କର ହାରାହାରି ବୟସ 28 ବର୍ଷ 3 ମାସ. ଦୁଇଜଣ ବ୍ୟକ୍ତି ପ୍ରତେକ 58 ବର୍ଷ  ବୟସରେ ଦଳ ଛାଡିଚାଲିଗଲେ । ଅବଶିଷ୍ଟ ବ୍ୟକ୍ତିଙ୍କର ହାରାହାରି ବୟସ କେତେ?

A) 20

B) 24

C) 28

D) 30

53. What shall be the amount of compound interest, if Rs.10000 is invested at the interest rate of 5% for 2 years?

A) Rs.1000

B) Rs.1025

C) Rs.1050

D) Rs.1075

ଶତକଡା 5 ଟଙ୍କା ସୁଧ ହାରରେ 10000  ଟଙ୍କା ବିନିଯୋଗ କଲେ ୨ ବର୍ଷରେ ଚକ୍ରବୃଦ୍ଧି ସୁଧ କେତେ ହେବ?

A) Rs.1000

B) Rs.1025

C) Rs.1050

D) Rs.1075

54. A table was sold at 5% profit. Find out the ratio of cost price and sale price of the table?

A) 1:5

B) 20: 21

C) 21:20

D) 5:1

ଗୋଟିଏ ଟେବୁଲ୍ କୁ 5% ଲାଭରେ ବିକ୍ରି କରାଗଲା ।ତେବେ କ୍ରୟ ମୂଲ୍ୟ ଓ ବିକ୍ରୟ ମୂଲ୍ୟର ଅନୁପାତ କେତେ?

A) 1:5

B) 20:21

C) 21:20

D) 5:1

55. What is the sum of the positional and the actual values of 8 in 43836?

A) 88

B) 808

C) 880

D) 888

43836 ରେ 8 ର ସ୍ଥାନୀୟ ମାନ ଓ ପ୍ରକୃତ ମୂଲ୍ୟର ଯୋଗଫଳ କେତେ?

A) 88

B) 808

C) 880

D) 888

56. The sum of two numbers is 24 and their product is 143. Find out the greater number?

A) 11

B) 12

C) 13

D) 15

ଦୁଇଟି ସଂଖ୍ୟାର ଯୋଗଫଳ 24 ଏବଂ ସେମାନଙ୍କ ଗୁଣଫଳ 143 । ତେବେ ବଡ଼ ସଂଖ୍ୟାଟି କେତେ?

A) 11

B) 12

C) 13

D) 15

57. The addition of two numbers is 384 and then H.C.F is 48. What is the ratio between the two numbers?

A) 3:5

B) 4:5

C) 2:3

D) 1: 3

ଦୁଇଟି ସଂଖ୍ୟାର ଯୋଗଫଳ ୩୮୪ ଓ ସେମାନଙ୍କ ଗସାଗୁ ୪୮ ହେଲେ, ସଂଖ୍ୟା ଦ୍ଵୟର ଅନୁପାତ କେତେ ?

A) 3:5

B) 4:5

C) 2:3

D) 1: 3

58. 0.02 is what percentage of 0.08?

A) 2.5

B) 1.5

C) 3

D) 4

0.02, 0.08 ର ଶତକଡା କେତେ?

A) 2.5

B) 1.5

C) 3

D) 4

59. The population of a village is 8000. What will be its population after 3 years, if it increases at the rate of 10% every year?

A) 10618

B) 10628

C) 10648

D) 10678

ଗୋଟିଏ ଗ୍ରାମର ଲୋକ ସଂଖ୍ୟା 8000 । ଯଦି ଜନ ସଂଖ୍ୟା ପ୍ରତିବର୍ଷ 10% ହାରରେ ବୃଦ୍ଧି ପାଏ, 3 ବର୍ଷ ପରେ ସେହି  ଗ୍ରାମର ଲୋକ ସଂଖ୍ୟା କେତେ ହେବ ।

A) 10618

B) 10628

C) 10648

D) 10678

60. If A: B = 3:4 and B:C= 8: 9, what is A;B:C?

A) 8: 6: 9

B) 6: 8: 9

C) 9: 8: 6

D) 3:32: 9

ଯଦି A:B = 3:4 and B:C= 8: 9, ତେବେ A: B; C କେତେ?

A) 8: 6: 9

B) 6: 8: 9

C) 9: 8: 6

D) 3:32: 9

61. How many numbers within 100 are divisible by 4 and 3 both?

A) 6

B) 7

C) 8

D) 10

100 ମଧ୍ୟରେ କେତୋଟି ସଂଖ୍ୟା ଉଭୟ 4 ଓ 3 ଦ୍ୱାରା ବିଭାଜ୍ୟ?

A) 6

B) 7

C) 8

D) 10

62. The cost of carpeting a room of 18m long with a carpet of 75 cm wide at 45 paisa per meter comes to Rs.81. What is the breadth of the room?

A) 7 m

B) 7.5 m

C) 8 m

D) 8.5 m

ଗୋଟିଏ 1୫ ମିଟର ଦୈର୍ଯ୍ୟର ଘରକୁ 75 ସେଣ୍ଟି ମିଟର ପ୍ରସ୍ଥ ବିଶିଷ୍ଟ କାରପେଟ୍ ରେ ବିଛାଇବା ପାଇଁ ମିଟର ପ୍ରତି 45 (ପଇସା ହିସାବରେ 81 ଟଙ୍କା ଖର୍ଚ୍ଚ ହୁଏ । ତେବେ ଏହି ଘରର ପ୍ରୟ କେତେ ?

A) 7 m

B) 7.5 m

C) 8 m

D) 8.5 m

63. What is the cube of 1.3?

A) 0.2197

B) 21.97

C) 20.97

D) 2.197

1.3 ର ଘନଫଳ କେତେ? A) 0.2197

B) 21.97

C) 20.97

D) 2.197

64. At what percentage of simple interest, Rs.4800 will grow into an amount of Rs.6480 in 7 years?

A) 5%

B) 6%

C) 3%।

D) 4%

ଶତକଡା କେତେ ସରଳ ସୁଧରେ 4,800 ଟଙ୍କା ଏ ବର୍ଷରେ 6,450 ଟଙ୍କାକୁ ବୃଦ୍ଧି ହେବ?

A) 5%

B) 6%

C) 3%

D) 4%

65. What shall be the percentage of discount if the marked price of an article is Rs.300 and the sale price Rs.270?

A) 5

B) 8

C) 10

D) 12

ଗୋଟିଏ ପଦାର୍ଥର ଲିଖିତ ମୂଲ୍ୟ 300 ଟଙ୍କା ଓ ବିକ୍ରୟ ମୂଲ୍ୟ 270 ଟଙ୍କା ହେଲେ ଶତକଡ଼ା ରିହାତି କେତେ?

A) 5

B) 8

C) 10

D) 12

66. If A: B=3:4, B: C=5:6 and C: D= 11:9, A: D=__ ?

A) 50:60

B) 55:72

C) 60: 70

D) 65: 75

ଯଦି A: B=3:4, B:C= 5:6 ଏବଂC:D= 11:9 ହୁଏ,A:D =……କେତେ?

A) 50:60

B) 55:72

C) 60: 70

D) 65: 75

67. By what smallest number shall 2744 be multiplied to make the product a cubic number?

A) 1

B) 2

C) 3

D) 4

2744 କୁ କେଉଁ କ୍ଷୁଦ୍ରତମ ସଂଖ୍ୟା ଦ୍ବାରା ଗୁଣନ କଲେ ଗୁଣଫଳ ଏକ ଘନ ସଂଖ୍ୟା ହେବ?

A) 1

B) 2

C) 3

D) 4

68. After the sale price of the electric fans was reduced by 20%, its sales increased by 40%. What was its effect on the total sale value?

A) 12% decreased

B) 12% increased

C) 30% increased

D) 40% decreased

ବିଜୁଳି ପଙ୍ଗାର ବିକ୍ରିମୂଲ୍ୟ ଉପରେ 20% କମାଇ ଦେଲାପରେ ତା’ ର ବିକ୍ରି ସଂଖ୍ୟା 40% ବଢିଗଲା । ତେବେ ମୋଟ ବିକ୍ରି ହେଉଥିବା ଟଙ୍କା ଉପରେ କଣ ପ୍ରଭାବ ପଡିଲା?

A) 12% decreased

B) 12% increased

C) 30% increased

D) 40% decreased

69. What will be the amount of compound interest if Rs.800 is lent at simple interest rate of 8% for two years?

A) Rs.113.12

B) Rs.123.12

C) Rs.133.12

D) Rs.143.12

800 ଟଙ୍କା ମୂଳଧନକୁ ଶତକଡ଼ା 8 ଟଙ୍କା ସୁଧ ହାରରେ କରଜ ଦେଲେ ଦୁଇ ବର୍ଷପରେ ଚକ୍ରବୃଦ୍ଧି ସୁଧ କେତେ ହେବ?

A) Rs.113.12

B) Rs.123.12

C) Rs.133.12

D) Rs.143.12

70. The ratio of two numbers is 3:4. If 6 is added to each, their ratio becomes 4:5. What is the difference between the two numbers?

A) 1

B) 3

C) 4

D) 6

ଦୁଇଟ ସଂଖ୍ୟାର ଅନୁପାତ 3:4 । ଯଦି ପ୍ରତ୍ୟେକ ସଂଖ୍ୟାରେ 6 ଯୋଗ କରାଯାଏ, ସେମାନଙ୍କ ଅନୁପାତ 4:5 ହୁଏ। ସଂଖ୍ୟା ଦ୍ଵୟର ବିୟୋଗ ଫଳ କେତେ ହେବ?

A) 1

B) 3

C) 4

D) 6

71. The marked price of one article is 25% more than its purchase price and a businessman makes a profit of Rs.125/- after allowing 15% rebate. What is its purchase price?

A) Rs.2000

B) Rs.2200

C) Rs.1500

D) None of these

ଏକ ଦ୍ରବ୍ୟର ଲିଖିତ ମୂଲ୍ୟ ଏହାର କ୍ରୟମୂଲ୍ୟଠାରୁ 25% ଅଧିକ ଏବଂ 15% ରିହାତି ଦେଇ ଜଣେ ବ୍ୟବସାୟୀ 125 ଟଙ୍କା ଲାଭ କଲେ । ଏହାର କ୍ରୟମୂଲ୍ୟ କେତେ?

A) Rs.2000

B) Rs.2200

C) Rs.1500

D) None of these

72. 12 x45 x 15 = ?

A) 90

B) 92

C) 903

D) 905

12 x45 x 15 = ?

A) 90

B) 92

C) 903

D) 905

73. What times of H.C.F is the CM of 48, 36, 72 & 24?

A) 6

B) 12

C) 18

D) 24

48, 36, 72 ଏବଂ 24 ର ଲ.ସା.ଗୁ, ଏମାନଙ୍କ ଗ. ସା.ଗୁ.ର କେତେ ଗୁଣ?

A) 6

B) 12

C) 18

D) 24

74. What shall be the cube root of the number obtained when 5488 is divided by 2?

A) 12

B) 13

C) 14

D) 18

5488 କୁ 2 ଦ୍ଵାରା ହରଣ କଲେ ଯେଉଁ ସଂଖ୍ୟା ଉତ୍ପନ ହେବ ତାହାର ଘନମୂଳ କେତେ?

A) 12

B) 13

C) 14

D) 18

75. What is the average of the first ten multiples of 3?

A) 15

B) 16.5

C) 18.3

D) 30

3 ର ପ୍ରଥମ ଦଶଟି ଗୁଣିତକର ହାରାହାରି କେତେ?

A) 15

B) 16.5

C) 18.3

D) 30

76. After 4 years the principal amount of Rs.12,500 grows into Rs. 15.500. Find out interest?

A) 3%

B) 5%

C) 4%

D) 6%

4 ବର୍ଷରେ 12,500 ଟଙ୍କାର ମୂଳଧନ 15,500 ଟଙ୍କାରେ ପରିଗଣିତ ହୁଏ । ବାର୍ଷିକ ସରଳ ସୁଧର ହାର କେତେ?

A) 3%

B) 5%

C) 4%

D) 6%

77. If the addition of two whole numbers is 64, which of the following ratios is not applicable to them?

A) 5: 3

B) 7: 1

C) 3: 4

D) 9: 7

ଦୁଇଟି ପୂର୍ଣ୍ଣସଂଖାର ଯୋଗଫଳ 64 ହେଲେ, ନିମ୍ନୋକ୍ତ କେଉଁ ଅନୁପାତଟି ଏମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ?

A) 5: 3

B) 7: 1

C) 3: 4

D) 9: 7

78. Find out the number in sixth place of the sequence: 2, 6, 11, 17, 24, ….?

A) 26

B) 30

C) 32

D) 36

 2, 6, 11, 17, 24,…? ଏହି ଅନୁକ୍ରମରେ ଷଷ୍ଠ ସଂଖ୍ୟାଟି କେତେ?

A) 26

B) 30

C) 32

D) 36

79. Which of the following numbers is divisible by 111?

A) 1221

B) 1331

C) 12321

D) 123421

ନିମ୍ନୋକ୍ତ କେଉଁ ସଂଖ୍ୟାଟି 111 ଦ୍ୱାରା ବିଭାଜ୍ୟ ।

A) 1221

B) 1331

C) 12321

D) 123421

80. The L.C.M of 35 & 30 is how many times their H.C.F?

A) 40

B) 41

C) 45

D) None of these

35 ଓ 30 ଲ. ସା, ଗୁ, ଏମାନଙ୍କର ଗ, ସା, ଗୁ. ର କେତେ ଗୁଣ?

A) 40

B) 41

C) 45

D) None of these

81. The average of 6 numbers was 30 when one number was written wrongly as 17 instead of 71. What will be the actual average if the number is written correctly?

A) 21

B) 33

C) 36

D) 39

ଭୁଲକ୍ରମେ ଗୋଟିଏ ସଂଖ୍ୟାକୁ 71 ବଦଳରେ 17 ଲେଖା ଯାଇଥିବା ବେଳେ 6 ଟି ସଂଖ୍ୟାର ହାରାହାରି 30 ହେଉଥାଏ ସେହି ସଂଖ୍ୟାଟିକୁ ଠିକ ଭାବେ ଲେଖିଲେ, ସେମାନଙ୍କ ପ୍ରକୃତ ହାରାହାରି କେତେ ହେବ?

A) 21

B) 33

C) 36

D) 39

82. What will be the single rebate of two continuous rebates of 20% and 15%?

A) 22%

B) 42%

C) 32%

D) None of these

ଦୁଇଟି କ୍ରମାଗତ ରିହାତି 20% ଓ 15% ର ଗୋଟିଏ ରିହାତି କେତେ ହେବ?

A) 22%

B) 42%

C) 32%

D) କେଉଁଟିବି ନୁହେଁ

83. Find out the percentage of discount that has to be given once instead of giving serial discounts at the rate of 20%, 10% and 15% on an article?

A) 36.1%

B) 38.8%

C) 31.6%

D) 38.20%

ଗୋଟିଏ ଜିନିଷ ଉପରେ କ୍ରମାନୁୟରେ 20%, 10% ଓ 15% ଛାଡ ଦେବା ପରିବର୍ତ୍ତେ ଥରେ ଛାଡ଼ି ଦେଲେ, ତାହା ଶତକଡା କେତେ ଛାଡ ସହ ସମାନ ହେବ?

A) 36.1%

B) 38.8%

C) 31.6%

D) 38.20%

84. 7 members of a family live for 36 days at Rs.840/-. How many days can 9 members of that family live at Rs.810/-?

A) 24 days

B) 27 days

C) 30 days

D) 36 days

ଗୋଟିଏ ପରିବାରର 7 ଜଣ ବ୍ୟକ୍ତି 840 ଟଙ୍କାରେ 35 ଦିନ ଚଳିପାରନ୍ତି । ସେହି ପରିବାରର ୨ ଜଣ ବ୍ୟକ୍ତି 810 ଟଙ୍କାରେ କେତେ ଦିନ ଚଳି ପାରିବେ ?

A) 24 days

B) 27 days

C) 30 days

D) 36 days

85. Three cubes of iron whose sides are 6 cm, 8cm, and 10cm respectively are melted and formed into a single cube. The side of the new cube formed will be:

A) 12 cm

B) 14 cm

C) 16 cm

D) 18 cm

6 ସେ.ମି., ୫ ସେ.ମି. ଓ 10 ସେ. ମି. ବାହୁବିଶିଷ୍ଟ ତିନୋଟି ଲୌହ ନିର୍ମିତ ସମଘନକୁ ତରଳାଈ ଏକ ନୂତନ ସମଘନରେ ପରିଣତ କଲେ, ନତନ ସମଘନର ବାହୁର ଦୈର୍ଘ୍ୟ କେତେ ହେବ?

A) 12 cm

B) 14 cm

C) 16 cm

D) 18 cm

86. Find out the LCM of 3a2b, 4 ab2& 6 ab.

A) 12 a2b2

B) 12 a2b

C) 12 ab2

D) 12 ab

3a2b, 4 ab2& 6 ab ର ଲ ସା. ଗୁ. କେତେ?

A) 12 a2b2

B) 12 a2b

C) 12 ab2

D) 12 ab

87. The minimum mark to pass an examination is 35% of the total marks. A student secured 220 marks and failed by 11 marks. What was the total marks of the examination?

A) 800

B) 700

C) 900

D) 600

ଗୋଟିଏ ପରୀକ୍ଷାରେ ପାସ କରିବା ପାଇଁ ସର୍ବନିମ୍ନ ନମ୍ବର ମୋଟ ନମ୍ବରର 33% । ଜଣେ ଛାତ୍ର 220 ନମ୍ବର ରଖ୍ । ନମ୍ବର ପାଇଁ ଫେଲ ହେଲେ । ପରୀକ୍ଷାରେ ମୋଟ ନମ୍ବର କେତେ ଥିଲା? A) 800

B) 700

C) 900

D) 600

88. What shall be the percentage of profit if a shopkeeper sells 2 lemons at the cost price of 5 lemons?

A) 100%

B) 125%

C) 150%

D) 130%

ଜଣେ ଦୋକାନୀ 5 ଟି ଲେମ୍ବୁର କିଣା ଦରରେ 2 ଟି ଲେମ୍ବୁକୁ ବିକ୍ରିକଲେ ତାହାର ଶତକଡା ଲାଭ କେତେ ହେବ?

A) 100%

B) 125%

C) 150%

D) 130%

89. The ratio of age of A & B is 3:4. If B is 4 years elder than A, what is the age of A?

A) 16

B) 12

C) 20

D) 28

A ଓ B ର ବୟସର ଅନୁପାତ 3:41 B, A ଠାରୁ 4 ବର୍ଷ ବଡ଼ ହେଲେ, A ର ବୟସ କେତେ? A) 16

B) 12

C) 20

D) 28

90. A man takes 5 days to make 120 toys. How many toys can he make in 12 days?

A) 60

B) 288

C) 600

D) 1440

ଜଣେ ବ୍ୟକ୍ତିଙ୍କୁ 120 ଟି କଣ୍ଢେଇ ତିଆରି କରିବାକୁ 5 ଦିନ ସମୟ ଲାଗେ । ବ୍ୟକ୍ତି ଜଣକ 12 ଦିନରେ କେତୋଟି କଣ୍ଢେଇ ତିଆରି କରିପାରିବେ?

A) 60

B) 288

C) 600

D) 1440

91. The diameter of a circular wheel is 168 cm. How far will it travel in 100 revolutions?

A) 528m

B) 520m

C) 460m

D) 440m

ଗୋଟିଏ ବରକାର ଚକର ବ୍ୟାସ 168 ସେମି । 100 ଥର ଘୂରିଲେ ଏହାକେତେ ବାଟ ଅତିକ୍ରମ କରିବ?

A) 528m

B) 520m

C) 460m

D) 440m

92. The ratio of two numbers is 5:4. If 40% of the first number is 12, what will be 50% of the second number?

A) 12

B) 14

C) 15

D) 18

ଦୁଇଟି ସଂଖ୍ୟାର ଅନୁପାତ 5:4 । ଯଦି ପ୍ରଥମ ସଂଖ୍ୟାର 40 ଶତକଡା 12 ହୁଏ, ତେବେ ଦ୍ବିତୀୟ ସଂଖ୍ୟାର 50% A କେତେ ହେବ?

A) 12

B) 14

C) 15

D) 18

93. What is the rate of interest if a sum of Rs.4000/- becomes Rs.5000/- in 5 years on simple interest?

A) 10%

B) 8%

C) 5%

D) 4%

ସରଳ ସୁଧ ହାରରେ 4000 ଟଙ୍କା 5 ବର୍ଷରେ 5000 ଟଙ୍କା ହେଲେ, ସୁଧର ହାର କେତେ?

A) 10%

B) 8%

C) 5%

D) 4%

94. If the purchase price of 15 articles is equal to the sale price of the 10 articles, what is percentage of profit?

A) 25%

B) 60%

C) 40%

D) 50%

15 ଟି ଜିନିଷର କ୍ରୟମୂଲ୍ୟ ଓ 10 ଟି ଜିନିଷର ବିକ୍ରିମୂଲ୍ୟ ସମାନ ହେଲେ, ଶତକଡା ଲାଭ କେତେ?

A) 25%

B) 60%

C) 40%

D) 50%

95. What price a shopkeeper will mark on an article with a cost price of 200 to give a discount of 25% and still gain a profit of 35%?

A) Rs.270

B) Rs.300

C) Rs.330

D) Rs.360

ଜଣେ ଦୋକାନୀ କିଣାଦାମ 200 ଟଙ୍କା ଉପରେ ବସ୍ତୁଟିର ଦାମ କେତେ ଟଙ୍କା ଲେଲେ 25% ଛାଡ ଦେବାପରେ ମଧ୍ୟ 35% ଲାଭ ପାଇବ? ।

A) Rs.270

B) Rs.300

C) Rs.330

D) Rs.360

96. The simple interest of some principal is it is 16/25. If the rate of interest and the time are the same what is the rate of interest?

A) 5

B) 8

C) 7

D) 4

କୌଣସି ଏକ ମୂଳଧନର ସରଳ ସୁଧ ମୂଳଧନର 16/25 ଅଂଶ । ଯଦି ଉଭୟ ସୁଧର ହାର ଓ ସମୟ ସମାନ ହୁଏ, ତେବେ ସୁଧର ହାର କେତେ ?

A) 5

B) 8

C) 7

D) 4

97. If 8% of ‘A’ is equal to 4% of ‘B’, what percentage of ‘B’ will be equal to 20% of ‘A’?

A) 10%

B) 15%

C) 20%

D) 25%

ଯଦି ‘A’ ର 8% ‘B’ ର 4% ସହ ସମାନ ହୁଏ, ତେବେ ‘A’ ର 20% ‘B’ ର ଶତକଡା କେତେ ସହ ସମାନ ହେବ?

A) 10%

B) 15%

C) 20%

D) 25%

98. The product of two numbers is 216 and their H.C.F is 6. What is their L.C.M?

A) 36

B) 48

C) 60

D) 120

ଦୁଇଟି ସଂଖ୍ୟାର ଗୁଣଫଳ 216 ଏବଂ ସେମାନଙ୍କର ଗ.ସା.ଗୁ. 6 ହେଲେ ସଂଖ୍ୟା ଦ୍ଵୟର ଲ.ସା.ଗୁ. କେତେ?

A) 36

B) 48

C) 60

D) 120

99. Find out the 5 digit smallest number divisible by 41?

A) 10045

B) 10004

C) 10041

D) 10025

ପାଞ୍ଚଅଙ୍କ ବିଶିଷ୍ଟ କେଉଁ କ୍ଷୁଦ୍ରତମ ସଂଖ୍ୟା 41 ଦ୍ବାରା ବିଭାଜ୍ୟ?

A) 10045

B) 10004

C) 10041

D) 10025

100. What is the sum of the odd numbers between 1 & 31?

A) 260

B) 256

C) 252

D) 248

1 ରୁ 31 ମଧ୍ୟବର୍ତ୍ତୀ ଅଯୁଗ୍ମସଂଖ୍ୟା ମାନଙ୍କର ଯୋଗଫଳ କେତେ?

A) 260

B) 256

C) 252

D) 248