OSSSC JC-2017 MATH questions

Paper-II: MABCS-JC-2017

PART-1:MATHEMATICS

SECTION-A: 80 Marks

 

Instructions: Each question under this section carries two marks. Please read each question carefully and answer them by selecting the right one out of the multiple answers when below each as A. B C and D.

math equation

 

 

 

 

 

 

 

2. Two-fifth of three-eighth of a number is 24. What is 250 percent of that number?

ଗୋଟିଏ ସଂଖ୍ୟାର ତିନି ଅଷ୍ଟାଶର ଦୁଇ ପଞ୍ଚମାଂଶ ହେଉଛି 24 । ସେହି ସଂଖ୍ୟାର 250 ପ୍ରତିଶତ କେତେ?

A) 450

B) 400

C) 300

D) 160

3. In a school, the number of boys and the girls is in the ratio of 2:3. If the is increased by 20%, and that of girls is increased by 10% what will be the new ratio of the number of boys to that of the girls?

ଗୋଟିଏ ବିଦ୍ୟାଳୟରେ ବାଳିକ ଓ ବାଳିକାଙ୍କ ଅନୁପାତି 2:3 । ଯଦି ବାଳକଙ୍କ ସଂଖ୍ୟାକୁ 20% ଏବଂ ବାଳିକାଙ୍କ ସଂଖ୍ୟାକୁ 10% ବୃଦ୍ଧି କରାଯାଏ, ତେବେ ବାଳକ ଓ ବାଳିକାଙ୍କ ସଂଖ୍ୟାର ନୂତନ ଅନୁପାତ କେତେ ହେବ?

A) 4:5

B) 5:8

C) 8:11

D)11:13

4. What is the difference between the simple interest and compound interest on Rs.5000 at 10% per annum for 3 years?

5000 ଟଙ୍କାର ବାର୍ଷିକ 10% ହାରରେ 3 ବର୍ଷର ସରଳ ସୁଧ ଏବଂ ଚକ୍ରବୃଦ୍ଧି ସୁଧ ମଧ୍ୟରେ ପାର୍ଥକ୍ୟ କେତେ?

A) Rs. 145

B) Rs.155

C) Rs.165

D) Rs. 180

5. What quantity of water should be added to reduce 6 liters of 50% acidic to 20% acidic water?

6 ଲିଟରଅମ୍ନ ଜଳକୁ 50% ଅମ୍ରତାର 20% ଅମୃତାକୁ ପରିବର୍ତ୍ତନ କରିବାକୁ ଯେ ପରିମାଣ ଜଳ ମିଶାଇବାକୁ ପଡ଼ିବ?

A) 8 liter

B) 9 liter

C) 12 liter

D) 9.5 litre

6. A starts a business with Rs 9000 and B joins him after 6 months with an investment of Rs.45000. What will be the ratio of the profit of A and B at the end of the year?

୨୦୦୦ ଟଙ୍କା ବିନିଯୋଗ କରି A ଗୋଟିଏ ବ୍ୟବସାୟ ଆରମ୍ଭ କଲା ଏବଂ ତାର 6 ମାସପରେ 450୦୦ ଟଙ୍କା ବିନିଯୋଗ କରି B ଯୋଗଦେଲା । ବର୍ଷ ଶେଷରେ A ଓ B ର ଲାଇରି ଅନୁପାତ କେତେ ହେବ?

A) 1:5

B) 5:2

C) 2:5

D) 5:7

7. How many numbers are there between 4000 and 6000 which are exactly divisible by 32, 40,48 and 60?

4000 ଏବଂ 6000 ମଧ୍ୟରେ ଥିବା କେତୋଟି ସଂଖ୍ୟା 32, 40, 48 ଏବଂ 60 ଦ୍ଵାରା ସଂପୂର୍ଣ୍ଣ ଭାବେ ବିଭାଜ୍ୟ ହେବ?

A) 2

B) 3

C) 4

D) 5

8. In a business, Rakesh invested 10% more than the investment of Mona and Mona invested 10% less than the investment of Rajesh. The total investment of all three persons is Rs.5780. Find out the investment of Rajesh.

ଗୋଟିଏ ବ୍ୟବସାୟରେ ରାଶ ମୋନା ଅପେକ୍ଷା 10% ଅଧିକ ବିନିଯୋଗ କଲା ଏବ” ମୋନା ରାଜେଶର ବିନିଯୋଗ ପରିମାଣଠାରୁ 10% କମ୍ ବିନିଯୋଗ କଲା । ତିନି ଜଣଙ୍କର ମୋଟ ବିନିଯୋଗର ପରିମାଣ 578୦ ଟଙ୍କା । ରାଜେଶର ବିନିଯୋଗର ପରିମାଣ ନିର୍ଣ୍ଣୟ କର ।

A) 2010

B) 2000

C) 2100

D) 2210

math equation 2

 

 

 

 

 

 

   D) କୌଣସିଟି ନୁହେଁ

10. 20 liters of a mixture contains milk and water in the ratio 5:3. If 4 liters of this mixture is replaced by 4 liters of milk, what will be the ratio of milk and water in the new mixture?

20 ଲିଟରର ଏକ ମିଶ୍ରଣରେ କ୍ଷୀର ଓ ଜଳର ଅନୁପାତ 5:3 । ଯଦି 4 ଲିଟର ମିଶ୍ରଣକୁ 4 ଲିଟର କ୍ଷୀର ଦ୍ଵାରା ବଦଳ କରାଯାଏ, ନୂତନ ମିଶ୍ରଣରେ କ୍ଷୀର ଓ କଳର ଅନୁପାତ କେତେ ହେବ?

A) 2:3

B) 4:3.

C) 5:3

D) 7:3

11. In an examination, 70% candidates passed in English and 65% in Mathematics. If 27% candidates failed in both the subjects and 248 passed the examination, what is the total number of candidates?

ଗୋଟିଏ ପରୀକ୍ଷାରେ 70% ପ୍ରାର୍ଥୀ ଇଂରାଜୀରେ ଏବଂ 656 ଗଣିତରେ ପାସ୍ କଲେ । ଯଦି 27% ପ୍ରାର୍ଥୀ ଉଭୟ ବିଷୟରେ ଫେଲ୍ ହେଲେ ଏବ” 248 ଜଣ ପରୀକ୍ଷାରେ ପାସ୍ କଲେ, ତେବେ ମୋଟ୍ ପରୀକ୍ଷାର୍ଥୀଙ୍କ ସଂଖ୍ୟା କେତେ?

A) 400

B) 348

C) 120

D) 484

12. A certain sum amounts to Rs.12960 at compound interest in 2 years and Rs.13176 in 3 years. Find out the percentage of rate of interest per annum.

କୌଣସି ମୂଳଧନ ଚକ୍ରବୃଦ୍ଧି ସୁଧରେ ଦୁଇ ବର୍ଷରେ 1296୦ ଟଙ୍କା ହୁଏ ଏବଂ ତିନି ବର୍ଷରେ 13176 ଟଙ୍କା ହୁଏ । ବାର୍ଷିକ ସୁଧର ହାର ନିର୍ଣ୍ଣୟ କର ।

A) 4/3%

B) 7/3 %

C) 5/3%

D) 8/3%

13. The marked price of a clock is Rs.3200. It is to be sold at Rs.2448 at two successive discounts. If the first discount is 10%, what is the second discount?

ଗୋଟିଏ ଘଣ୍ଟାର ଲିତ ମୂଲ୍ୟ 320୦ ଟଙ୍କା । ଏହାକୁ 2448 ଟଙ୍କାରେ କ୍ରମାଗତ ଦୁଇଟି ରିହାତି ଦେଇ ବିକ୍ରୟ କରାଗଲା । । ଯଦି ପ୍ରଥମ ରିହାତି 10% ହୋଇଥାଏ, ଦ୍ବିତୀୟ ରିହାତିର ହାର କେତେ?

A) 5%

B) 10%

C) 15%

D) 22/3%

14. The difference between the sale prices of an article with a discount of 30% and two successive discounts of 20% and 10% on the marked price comes to Rs.72. What is the market price of the article?

ଗୋଟିଏ ପଦାର୍ଥର ଲିତ ମୂଲ୍ୟ ଉପରେ 30% ରିହାତି ସହିତ ବିକ୍ରୟ ମୂଲ୍ୟ ଏବଂ 20% ଓ 10% ର ଦୁଇଟି କ୍ରମିକ ରିହାତି ସହିତ ବିକ୍ରୟ ମୂଲ୍ୟ ମଧ୍ୟରେ ପାର୍ଥକ୍ୟ 72 ଟଙ୍କା । ପଦାର୍ଥଟିର ଲିତ ମୂଲ୍ୟ କେତେ?

A) Rs.3600

B) Rs.3000

C) Rs.250

D) Rs.2400

15. In 4 years, Rs.6000 amounts to Rs.8000. In what time at the same rate, will Rs.525 amount to Rs 700?

6000 ଟଙ୍କା ଚାରି ବର୍ଷରେ ୫୦୦୦ ଟଙ୍କା ହୁଏ । ସେହି ହାରରେ ନେତେ ସମୟରେ 525 ଟଙ୍କାରୁ 70୦ ଟଙ୍କାକୁ ବୃଦ୍ଧି ପାଇବ?

A) 2 years

B) 3years

C) 4years

D) 5years

16. = ….?

= କେତେ?

A )

B )

C)

D)

17. A bookseller sells a book at a gain of 10%. If he had bought it at 4% less and sold it for Rs.6 more, he would have gained 18 3/4%. What is the cost price of the book?

ଜଣେ ବହି ବିକ୍ରେତା ଗୋଟିଏ ବହିକୁ 10% ଲାଭରେ ବିକ୍ରିକରେ । ଯଦି ସେ ତାକୁ 4% କମ୍ ଦାମରେ କିଣିଥାନ୍ତା ଏବଂ 6 ଟଙ୍କା ଅଧିକ ଦାମରେ ବିକ୍ରି କରିଥାନ୍ତା, ସେ 75/4 % ଲାଭ କରିଥାଆନ୍ତା । ବହିଟିର କିଣାଦାମ କେତେ?

A) Rs.130

B ) Rs.140

C) Rs.150

D) Rs.160

18. A sold a watch to B at 40% gain and B sold it to C at a loss of 20%. If C bought the watch for Rs.432 at what price did A purchase it.

ଗୋଟିଏ ଘଣ୍ଟାକୁ A 40% ଲାଭରେ B କୁ ଏବଂ B 20% କ୍ଷତିରେ C କୁ ବିକ୍ରୟ କଲା । ଯଦି C ଘଣ୍ଟାଟିକୁ 432 ଟଙ୍କାରେ କିଣିଲା, A ତାକୁ କେତେ ଦରରେ କିଣିଥିଲା?

A) 385.71

B) 315.71

C) 550.71

D) 250.71

19. A has double the money of B and B has 50% more money than C. If the average money of all the three persons is Rs12000, how much money does A have?

B ପାଖରେ ଥିବା ଟଙ୍କାର ଦୁଇ ଗୁଣ a ପାଖରେ ଏବଂ C ପାଖରେ ଥିବା ଟଙ୍କାର 50% ଅଧିକ B ପାଖରେ ଅଛି । ଯଦି ତିନି ଜଣଙ୍କ ପାଖରେ ଅବା ଟଙ୍କାର ହାରାହାରି 12୦୦୦ ଟଙ୍କା ହୁଏ, ତେବେ A ପାଖରେ କେତେ ଟଙ୍କା ଅଛି?

A) 211006/11

B) 315000/11

C) 216000/11

D) 316000/11

20. A. B and C invested their capitals in the ratio of 5:6:8. At the end of the business, they received the profit in the ratio of 5:3:1. Find out the ratio of time for which they contributed their capitals.

A, B ଓ C ସେମାନଙ୍କ ମୂଳଧନକୁ 5:6.8 ଅନୁପାତରେ ବିନିଯୋଗ କଲେ । ବ୍ୟବସାୟ ଶେଷରେ ସେମାନେ 53:1 ଅନୁପାତରେ ଲାଭ ପାଇଲେ । ସେମାନେ ମୂଳଧନ ଖଟେଇବା ଅବଧିର ଅନୁପାତ ନିର୍ଣ୍ଣୟ କର?

A) 12:9:7

B) 25:18:8

C) 5:6:8

D)8:4:1

21. When 50% of one number is added to a second number, the second number increases to its 4/3. What is the ratio between the first and the second number?

ଗୋଟିଏ ସଂଖ୍ୟାର 50%କୁ ଦ୍ବିତୀୟ ସଂଖ୍ୟାରେ ଯୋଗ କଲେ, ଦ୍ବିତୀୟ ସଂଖ୍ୟାଟି ତା’ର 4/3 ଅଂଶକୁ ବୃଦ୍ଧିହୁଏ । ପ୍ରଥମ ଓ. ଦ୍ବିତୀୟ ସଂଖ୍ୟାର ଅନୁପାତ କେତେ?

A) 3:2

B) 3:4

C) 2:3

D) କୌଣସିଟି ନୁହେଁ

22. The population of a town is 126800. It increases by 15% in the 1st year and decreases by 20% in the 2nd year. What is the population of the town at the end of 2 year?

ଗୋଟିଏ ସହରର ଲୋକସଂଖ୍ୟା 126800 । ପ୍ରଥମ ବର୍ଷ ଏହା 15% ବୃଦ୍ଧି ହୁଏ ଏବଂ ଦ୍ବିତୀୟ ବର୍ଷ 20% କମିଯାଏ । ଦ୍ବିତୀୟ ବର୍ଷର ଶେଷରେ ସହରର ଲୋକସଂଖ୍ୟା କେତେ?

A) 174984

B) 135996

C) 116656

D) 145820

23. What is the least number which when diminished by 7, is divisible by each one of 21, 28, 36 and 45?

କେଉଁ କ୍ଷୁଦ୍ରତମ ସଂଖ୍ୟାଟିରୁ? ବିୟୋଗ କଲେ, ତାହା 21, 28, 36 ଓ 45 ଦ୍ବାରା ବିଭାଜ୍ୟ ହେବ?

A) 1253

B) 1177

C) 1265

D) 1267

24. The difference between a two-digit number and the number obtained by interchanging the position of the digits of that number is 54. What is the difference between the digits of that number?

ଏକ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଏବଂ ସେହି ସଂଖ୍ୟାର ଅଙ୍କମାନଙ୍କ ସ୍ଥାନ ବଦଳାଇ ଲେ ଲେ ପ୍ରାପ୍ତ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ 54 । ସେହି ସଂଖ୍ୟାର ଅଙ୍କମାନଙ୍କ ମଧ୍ୟରେ ପ୍ରଭେଦ କେତେ?

A) 6

B) 9

C)15

D) 21

25. There would be a 10% loss if some rice is sold at Rs.5.40 per kg. At what price per Kg should it be sold to earn a profit of 20%?

କିଛି ଚାଉଳକୁ କିଲୋଗ୍ରାମ ପ୍ରତି ଟ.5.40ପଇସା ବିକିଲେ 10% କ୍ଷତି ହେବ । 20% ଲାଭ କରିବାକୁ ତାକୁ କିଲୋଗ୍ରାମ ପ୍ରତି କେତେ ଟଙ୍କାରେ ବିକିବାକୁ ହେବ?

A) Rs.7.20

B) Rs.7.02

C) Rs.6.48

D) Rs.6

26. A and B invest in a business in the ratio of 3:2. If 5% of the total profit goes to a charity and A’s share is Rs.4275, then what will be the total profit?

A ଓ B ଗୋଟିଏ ବ୍ୟବସାୟରେ 3:2 ଅନୁପାତରେ ଅର୍ଥ ବିନିଯୋଗ କରନ୍ତି । ଯଦି ମୋଟ୍ ଲାଭର 5% ଦାତବ୍ୟରେ ଲଗାଯାଏ ଏବଂ 427ଙ୍କାA ଭାଗ ପାଏ, ସମୁଦାୟ ଲାଭ ଟଳା କେତେ?

A) Rs.8000

B) Rs.7700

C) Rs.7500

D) Rs.6500

27. The average temperature from Monday to Wednesday was 37°C and from Tuesday to Thursday was 340 C.If the temperature on Thursday was 4/5th of that of Monday, what was the temperature of Thursday?

ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ହାରାହାରି ତାପମାତ୍ରା 37°C ଏବଂ ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ 34°C ଥିଲା । ଯଦି ଗୁରୁବାରର ତାପମାତ୍ରା ସୋମବାରର ତାପମାତ୍ରାର 4/5 ଅଂଶ ହୁଏ, ଗୁରୁବାରର ତାପମାତ୍ରା କେତେ ହେବ?

A) 35.5°c

B) 34°c

C) 36.5°c

D) 360c

28. Gold is 19 times as heavy as water and copper 9 times as heavy as water. What is the ratio in which these two metals shall be mixed so that the mixture is 15 times as heavy as water?

କଳର ଓଜନର ଗୁଣ ଏବଂ ଡିମ୍ବା କଳ ଓକନର ୨ ଗୁଣ । କେଉଁ ଅନୁପାତରେ ଉଭୟ ଧାତୁକୁ ମିଶ୍ରଣ କଲେ, ମିଶ୍ରଣଟି ଜଳ ଓଜନର 15 ଗୁଣ ହେବ?

A) 1:2

B)2:3

C)3:2

D) କୌଣସିଟି ନୁହେଁ

29. If x +1/X= 2, then what is the value of x-1/X?

ଯଦିx +1/X= 2 ହୁଏ, ତେବେ x -1/X= 2 ର ମୂଲ୍ୟ କେତେ ?

A) 0

B) 1

C) 2 

D) -2

30. A dealer marks his goods 30% above the cost price and then allows 15% discount on it. What is the cost of an article on which he gains Rs.84/-?

ଜଣେ ବ୍ୟବସାୟୀ କିଣାଦାମ ଉପରେ 3୦% ଯୋଗକରି ତା’ର କିନିଷ ଗୁଡିକର ମୂଲ୍ୟ ଲେଖେ ଏବଂ ତା ଉପରେ ID ରିହାତି ଦେଇ ବିକ୍ରି କରେ । ଗୋଟିଏ ଜିନିଷ ଉପରେ ସେ 84 ଟଙ୍କା ଲାଭ କରିଥିଲେ, ସେହି ଜିନିଷଟିର କଣାଦାମ କେତେ?

A) Rs.800

B) Rs.560

C) Rs.373.33

D) Rs.280

31. If the marked price of an article is 30% more than its cost price and 10% discount is given. what is the percentage of profit? ଯଦି ଗୋଟିଏ ପଦାର୍ଥର ଲିତ ମୂଲ୍ୟ ତାର କିଣା ମୂଲ୍ୟଠାରୁ 30% ଅଧୁକ ଏବଂ ତା ଉପରେ 10% ରିହାତି ଦିଆଯାଏ, ତେବେ ଶତକଡା ଲାଭ କେତେ?

A) 37/2%

B) 20%

C) 3/2%

D) 17%

32. Madan purchased 40Kg of wheat at Rs.12.50 per kg and 25Kg of wheat at Rs.15.10 per KG. He mixed the two quantities of wheat for sale. At what rate should he sell to gain 10%?

ମଦନ କିଲୋଗ୍ରାମ ପ୍ରତି ଟ.12.50ପଇସା ଦରରେ 40 କେଳି’ ଏବଂ ଟ.15.10ପଇସା ଦରରେ 25 କେଜି ଗହମ କିଣିଲା । ବିକ୍ରୟ କରିବାକୁ ଉଭୟ ପରିମାଣ ଗହମକୁ ସେ ମିଶାଇ ଦେଲା । 10% ଲାଭ କରିବାକୁ ତାକୁ ସେ କେତେ ଦରରେ ବିକ୍ରୟ କରିବ?

A) Rs.13.25

B) Rs.13.50

C) Rs.14.75

D) Rs.14.85

33. What will be the compound interest of Rs.16000 for 9 months at 20% per annum if compounded quarterly?

ତ୍ରୈମାସିକ ଚକ୍ରବୃଦ୍ଧି ସୁଧ ହିସାବରେ, 1600୦ ଟଙ୍କାର ୨ ମାସରେ 2୦% ହାରରେ ଚକ୍ରବୃଦ୍ଧି ସୁଧ କେତେ ହେବ?

A) Rs.2518

B) Rs.2520

C) Rs.2522

D) Rs.2524

34. A Principal amounts to Rs.944 in 3 years and to Rs.1040 in 5years. If each sum was invested at the same simple interest, what is the principal?

କୌଣସି ମୂଳଧନ ତିନି ବର୍ଷରେ 944 ଟଙ୍କା ଏବଂ ପାଞ୍ଚ ବର୍ଷରେ 1040 ଟଙ୍କା ହୁଏ । ଯଦି ପ୍ରତ୍ୟେକ ବିନିଯୋଗ ସମାନ ସୁଧ ହାରରେ ହୋଇଥାଏ, ତେବେ ମୂଳଧନର ପରିମାଣ କେତେ?

A) Rs.800

B) Rs.991

C) Rs.750

D) Rs.900

35. Simple Interest for the sum of Rs.1230 for 2 years is Rs.10 more than the simple interest for Rs.1130 for the same duration. Find out the rate of interest.

1230 ଟଙ୍କାର ଦୁଇ ବର୍ଷର ସରଳ ସୁଧ, 1130 ଟଙ୍କାର ସମାନ ଅବଧୂର ସରଳ ସୁଧଠାରୁ 10 ଟଙ୍କା ଅଧିକ । ସଧରି ହାର ନିର୍ଣ୍ଣୟ କରି ।

A) 5%

B) 6%

C) 8%

D)2%

36. The average age of the students of a class is 15.8 years. The average age of the boys in the class is 16.4 years and that of the girls is 15.4 years. What is the ratio of boys to girls in the class?

ଗୋଟିଏ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ହାରାହାରି ବୟସ 15.8 ବର୍ଷ । ସେହି ଶ୍ରେଣୀର ଛାତ୍ରମାନଙ୍କ ହାରାହାରିବୟସ 16.4 ବର୍ଷ ଏବଂ ଛାତ୍ରୀମାନଙ୍କ ହାରାହାରି ବୟସ 15.4 ବର୍ଷ । ତେବେ ଶ୍ରେଣୀରେ ଛାତ୍ର ଓ ଛାତ୍ରୀଙ୍କ ଅନୁପାତ କେତେ?

A) 1:2

B) 2:3

C) 3:4

D) କୌଣସିଟି ନୁହେଁ

37. When the price of sugar is increased by 20%, a housewife reduces the consumption of sugar by 20%. What will be the effect on her expenditure on sugar?

ଚିନିର ଦର 20% ବୃଦ୍ଧି ହେବାରୁ, ଜଣେ ଗୃହିଣୀ ତାଙ୍କର ଚିନି ଖର୍ଚ୍ଚ 20% ହ୍ରାସ କରିଦେଲେ । ତେବେ ତାଙ୍କର ଚିନି ଉପରେ ଖର୍ଚ୍ଚର ପ୍ରଭାବ କଣ ହେବ?

A) remain unaltered

B) decrease by 20%

C) decrease by 4%

D) increase by 4% 38.

38. If X=2 +√2 and Y = 2-√2 then find the value of (X2+Y2)

ଯଦି X=2 +√2 ଏବଂY = 2-√2 ତେବେ (X2+Y2)ର ମୂଲ୍ୟ ନିର୍ଣ୍ଣୟ କରି ।

A) 12

B) 14

C) 16

D) 20

39. The HCF and LCM of two numbers are 12 and 72 respectively. If the sum of the two

numbers is 60, what is one of the two numbers?

ଦୁଇଟି ସଂଖ୍ୟାର ଗସାଗୁ ଓ ଲସାଗୁ ଯଥାକ୍ରମେ 12 ଓ 72। ଯଦି ସଂଖ୍ୟା ଦୁଇଟିର ଯୋଗଫଳ 60 ହୁଏ, ତେବେ ତନ୍ମଧ୍ୟରୁ

ଗୋଟିଏ ସଂଖ୍ୟା କେତେ ?

A) 12

B) 24

C) 60

D) 72

40. What is the greatest four-digit number which when divided by 10, 15, 21 and 28 leave remainders of 4, 9, 15 and 22 respectively?

କେଉଁ ଚାରିଅଙ୍କ ବିଶିଷ୍ଟ ବୃହମ ସଂଖ୍ୟାକୁ 10, 15, 21 ଏବଂ 28 ଦ୍ଵାରା ଭାଗକଲେ, ଭାଗଶେଷ ଯଥାକ୍ରମେ 4, 9, 15 ଏବଂ 22 ରହିବ?

A) 9654

B) ୨666

C) ୨664

D) 9864.

MATHEMATICS: SECTION-B: 20 Marks

Instructions: Each question under this section carries one mark. Please read each question carefully and answer them by selecting the right one out of the multiple answers given below each as A, B, C and D.

41.  A reduction of 20% in the price of Sugar enables a man to purchase 4Kg more for Rs.280. What is the original rate of sugar?

ଚିନି ଦରରେ 20% ହ୍ରାସ ଯୋଗୁ ଜଣେ ବ୍ୟକ୍ତି 28୦ ଟଙ୍କାରେ 4 କେଜି ଅଧୁକ ଚିନି କିଣିବାକୁ ସମର୍ଥ ହୁଏ । ଚିନିର ମୂଳ ଦର କେତେ?

A) Rs.10 Per Kg

B) Rs. 17.50 Per Kg

C) Rs.20.5 Per Kg

D) Rs.24.5 Per Kg

42. If a sum of money at compound interest amounts to thrice in 3years, in how many years will it be 9 times?

ଯଦି ଚକ୍ରବୃଦ୍ଧି ସୁଧରେ କୌଣସି ମୂଳଧନ 3 ବର୍ଷରେ ତିନି ଗୁଣ ହୁଏ, କେତେ ବର୍ଷରେ ସେହି ଟଙ୍କା 9 ଗୁଣ ହେବ?

A) 12yrs.

B) 6yrs

C) 9yrs

D) 15 yrs

43. A circle and a square have the same area. What is the ratio of the side of the square and the radius of the circle?

ଗୋଟିଏ ବୃତ୍ତ ଏବଂ ଗୋଟିଏ ବର୍ଗକ୍ଷେତ୍ରର କ୍ଷେତ୍ରଫଳ ସମାନ । ତେବେ ସେହି ବର୍ଗକ୍ଷେତ୍ରର ବାହୁ ଏବଂ ବୃରର ବ୍ୟାସାର୍ବର ଦୈର୍ଘ୍ୟର ଅନୁପାତ କେତେ ହେବ?

A) √ π: 1

B) 1:√ π 

C) π: 1

D) 1: π

44. Find out the unit digit in the Product of (268 x 539 x 826 x 102).

(268 x 539x 826 x 102) ର ଗୁଣଫଳର ଏକକ ଅକଟି କେତେ?

A) 5

B) 4

C) 2

D) 3

45. Find out the LCM of 2/3, 3/5, 4/7 and 9/13.

2/3, 3/5, 4/7 ଏବଂ ୨/13ର ଲସାଗୁ ନିର୍ଣ୍ଣୟ କର ।

A) 36

B) 1/36

C) 1/1365

D) 12/455

46. If x + y = 1, what is the value of X3+Y3+3XY ?

ଯଦି x + y = 1, ତେବେ X3+Y3+3XY ର ମୂଲ୍ୟ କେତେ?

A ) -2

B ) 1

C ) 2

D ) 3

47. Which smallest number must be added to 2203 to get a perfect square?

2203 ରେ କେଉଁ କ୍ଷୁଦ୍ରତମ ସଂଖ୍ୟା ଯୋଗକଲେ ଗୋଟିଏ ପୃବର୍ଗ ସଂଖ୍ୟା ମିଳିପାରିବ?

A)1

B) 3

C) 6

D ) 8

48. The difference between 78% of a number and 59% of the same number is 323 What is 62%

of that number?

ଗୋଟିଏ ସଂଖ୍ୟାର 784 ଏବଂ 50% ମଧ୍ୟରେ ପ୍ରଭେଦ 323 । ସେହି ସଂଖ୍ୟାର 62 କେତେ ହେବ?

A) 1054

B) 1178

C) 1037

D) 1159

49. A man covers half of his journey at 6 km/hr and the remaining half at 3 Km/hr. What is the average speed of his journey?

ଜଣେ ଲୋକ ତା ଯାତ୍ରାର ଅଧା ବାଟି ଘଣ୍ଟା ପ୍ରତି 6 କିଲୋମିଟର ବେଗରେ ଏବଂ ଅବଶିଷ୍ଟ ଅଧା ଘଣ୍ଟାପ୍ରତି 3 କିଲୋମିଟର ବେଗରେ ଯାଏ । ତେବେ ଯାତ୍ରାର ହାରାହାରି ବେଗ ନେତେ?

A) 9 Km/hr

B) 4.5 Km/hr

C) 4 Km/hr

D) 3 Km/hr

50. Suresh borrowed Rs.800 at 6% and Naresh borrowed Rs.600 at 10%. After how much time, both of them will have equal debts.

ସୁରେଶ 6% ହାରରେ ୫୦୦ ଟଙ୍କା ଏବଂ ନରେଶ 10% ହାରରେ 600 ଟଙ୍କା କରଜ କଲେ । କେତେ ସମୟପରେସେମାନଙ୍କ ଋଣର ପରିମାଣ ସମାନ ହେବ?

A) 46/3 yr

B) 29/2 yr

C) 55/3 yr

D) 50/3 yr

51. The difference between the compound interest and simple interest on a certain sum at 5% for 2 years is Rs.1.50. What is the sum?

5% ହାରରେ 2 ବର୍ଷରେ କୌଣସି ଟଙ୍କାର ଚକ୍ରବୃଦ୍ଧି ସୁଧ ଏବଂ ସରଳ ସୁଧ ମଧ୍ୟରେ ପାର୍ଥକ୍ୟ ଟି.1.5ପଇସା ହୁଏ । ସେହି ଟଙ୍କାର ପରିମାଣ କେତେ ?

A) Rs.600

B) Rs.500

C) Rs.400

D) Rs.300

52. If a shopkeeper sold a book with 20% profit after giving a discount of 10% on the marked price, what is the ratio of cost price and marked price of the book?

ଯଦି ଜଣେ ଦୋକାନୀ ଗୋଟିଏ ବହିର ଲିଖୁତ ମୂଲ୍ୟ ଉପରେ 10% ରିହାତି ଦେଇ 20% ଲାଭ କରେ, ବହିଟିର କିଣା ମୂଲ୍ୟ ଏବଂ ଲିତ ମୂଲ୍ୟର ଅନୁପାତ କେତେ?

A) 6:5

B) 5:6

C) 3:4

D) 2:3

53. If A; B; C= 2:3:4, then A/B+B/C+C/D=- ?

ଯଦି A : B: C=2:3:4, ତେବେ A/B+B/C+C/D=- କେତେ?

A) 8:9:16

B) 8:9:12

C) 8:9:24

D) 4:9:16

54. If a2+1 = a, what is the value of a12 + a6 +1 ?

ଯଦି a2 + 1 = a, ତେବେ a12 + a6 +1 ର ମୂଲ୍ୟ କେତେ?

A) 2

B) 3

C) -3

D) 1

55. If 90% of A-30% of B and B=X% of A. what is the value of X ?

ଯଦି A ର 9୦% = B ର 30% ଏବଂ B= A ର x %, ତେବେ X ର ମୂଲ୍ୟ କେତେ?

A) 600

B) 800

C) 300

D) 900

56. The average of 4 consecutive even numbers is 27. What is the greatest number?

ଚାରିଟି କ୍ରମିକ ଯୁଗୁସଂଖ୍ୟାର ହାରାହାରି 27 । ବୃହତ୍‌ ସଂଖ୍ୟାଟି କେତେ?

A) 28

B) 26

C) 32

D) 30

57. What will be the remainder when 19100 is divided by 20?

19100 କୁ 20 ଦ୍ଵାରା ଭାଗକଲେ ଭାଗଶେଷ କେତେ ହେବ?

A) 19

B) 20

C) 3

D) 1

58. A certain sum becomes 8 fold in 15 years at simple interest. What is the rate of interest?

କୌଣସି ମୂଳଧନ ସରଳ ସୁଧରେ 15 ବର୍ଷରେ ଆଠ ଗୁଣ ହୁଏ । ସୁଧର ହାର କେତେ?

A) 46 1/2%

B) 46 2/3 %

C) 46 5/8 %

D) 46 11/12 %

59. If p + q = 10 and pq =5, what is the numerical value of P/Q+Q/P=  ?

ଯଦି p+ q= 10 ଏବଂ pq = 5 ହୁଏ, ତେବେ  P/Q+Q/P= ର ସାଖ୍ୟକ ମୂଲ୍ୟ କେତେ?

A) 22

B) 18

C) 16

D) 20

60.  A B and C entered into a partnership in a business. A got 3/5 of the profit. B and C distributed the remaining profit equally. If C got Rs.400 less than A. what was the total profit?

A, B ଓ C ମିଶି ଗୋଟିଏ ବ୍ୟବସାୟ ଆରମ୍ଭ କରନ୍ତି । a ଲାଭ ଟଙ୍କାର 35 ଅଂଶ ପାଇଲା । B ଏବଂ C ଅବଶିଷ୍ଟ ଲାଇକ୍ର ସମାନ ଭାବରେ ବାଣ୍ଟିନେଲେ । ଯଦି C, A ଠାରୁ 400 ଟଙ୍କା ଉଣା ପାଇଲା, ସମୁଦାୟ ଲାଭ କେତେ ହେଲା ।

A) Rs. 1600

B) Rs. 1200

C) Rs.1000

D) Rs.800